Jump to content

ମନ ମୋଟିଆ

ଉଇକିଅଭିଧାନ‌ରୁ

ମନ ମୋଟିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ମନମୋଟୀ, ମନମୋଟେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଗର୍ବସ୍ଫୀତ —୧. Swollen with pride; arrogant.
୨. ବେଖାଖାତିରିଆ — ୨. Regardless; unconcerned.
୩. ସ୍ୱେଚ୍ଛାଚାରୀ — Arbitrary.