Jump to content

ମନ ମୋହନ

ଉଇକିଅଭିଧାନ‌ରୁ

ମନ ମୋହନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନମୋହନିଆ[ଆଁ])—ଅନ୍ୟରୂପ

ମନମୋହନା(ନୀ), ମନମୋହିନୀସ୍ତ୍ରୀ

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ମନୋମୋହନ)

[ସମ୍ପାଦନା]
୧. ମନୋମୁଗ୍ଧକର; ଅତି ରମଣୀୟ — ୧. Charming; fascinating.

(ଉ—କେଉଁ ଖଳ ଜନ କହିଛି କି ମନମୋହନ କିଛି ମୋହ ନାରେ— କବିସୂର୍ଯ୍ୟ. ସଙ୍ଗୀତ)

[ମନମୋହୋନ(ନା, ନୀ, ନିଆ)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ — A name given to males.