Jump to content

ମନ ଯୋଗେଇବା

ଉଇକିଅଭିଧାନ‌ରୁ

ମନ ଯୋଗେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ମନସ୍+ଯୁଜ୍ ଧାତୁ)

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ମନକୁ ଜଗି କର୍ମ କରିବା —୧. To act according to a person's wish.
୨. କୌଣସି ବ୍ୟକ୍ତିର ଇଚ୍ଛା ଅନୁସାରେ କାର୍ଯ୍ୟ କରି ତାକୁ ସନ୍ତୁଷ୍ଟ କରିବା —୨. To please another by acting according to his or her wishes.