Jump to content

ମନ ରଖିବା

ଉଇକିଅଭିଧାନ‌ରୁ

ମନ ରଖିବା

ଦେଶଜ - କ୍ରି.

[ସମ୍ପାଦନା]
୧. ମନ ଯୋଗାଇବା; ସନ୍ତୁଷ୍ଟ କରିବା
୨. କୌଣସି ବିଷୟ ପ୍ରତି ଆକୃଷ୍ଟ ହେବା ବା ଉକ୍ତ ବିଷୟ ଚିନ୍ତା କରିବା

ମନରେ, ମନେ ରଖିବା ===

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଭୁଲି ନ ଯିବା; ସ୍ମୃତିରୁ ଅନ୍ତର ନ କରିବା