Jump to content

ମନ ଲାଖି

ଉଇକିଅଭିଧାନ‌ରୁ

ମନ ଲାଖି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମନଃ+ଲକ୍ଷ୍ୟ)

[ସମ୍ପାଦନା]
୧. ଆପଣା ଇଚ୍ଛାର ଅନୁକୂଳ —୧. Favourable to one's desire or wish.
୨. ମନୋମୁଗ୍ଧକର — ୨. Charming.
୩. କଳ୍ପିତ ଆଦର୍ଶର ତୁଲ୍ୟ —୩. Tallying with one's ideal or fancy.