ମନ ଲୋଭେଇବା
ଦେଖଣା
ମନ ଲୋଭେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ଲୋଭେଇବା
|
(ମନ ହାଇ ପାଇ ହେବା, ମନ ଲାଳତେ[ସେ]ଇବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନସ୍+ଲୁଭ୍ ଧାତୁ)
[ସମ୍ପାଦନା]କୌଣସି ବିଷୟ ପ୍ରତି ମନ ଲୁବ୍ଧ ବା ଲାଳାୟିତ ହେବା — hankering after a thing.