ମନ ସୋରେଇବା
ଦେଖଣା
ମନ ସୋରେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ସୋରେଇବା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନଃ+ସ୍ପୃହା)
[ସମ୍ପାଦନା]- ୧. ମନରେ ସ୍ପୃହା ଜାତ ହେବା; କୌଣସି କାର୍ଯ୍ୟ ପାଇଁ ମନରେ ଉତ୍ସାହ ଜାତ ହେବା —୧. Having a hankering after or desire for a thing.
- ୨. ମନ ଆନନ୍ଦିତ ହେବା —୨. Being delighted.