Jump to content

ମନ ସୋରେହା

ଉଇକିଅଭିଧାନ‌ରୁ

ମନ ସୋରେହା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନଃ ଓ ସ୍ପୃହା)

[ସମ୍ପାଦନା]
୧. ମନର ସ୍ପୃହା ବା ଉତ୍ସାହ —୧. Keen desire.
୨. ମନର ପ୍ରସନ୍ନତା; ପ୍ରଫୁଲ୍ଲତା —୨. Delight; joy.