ମନ ସ୍ୱଚ୍ଛ
ଦେଖଣା
ମନ ସ୍ୱଚ୍ଛ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ସ୍ୱଚ୍ଛ
|
(ମନର ସ୍ୱଚ୍ଛ—ଅନ୍ୟରୂପ)
(ମନ କଳ୍ପନା[ଣା]—ବିପରୀତ)
ଦେଶଜ - ବି—(ସଂସ୍କୃତ - ମନସ୍ ଓ ସ୍ୱଚ୍ଛ)
[ସମ୍ପାଦନା]- ୧. ମନର ସ୍ୱଚ୍ଛତା ବା ନିର୍ମଳତା; ମନର ଅନାବିଳତା — ୧. Frankness.
- ୨. ସ୍ୱେଚ୍ଛା —୨. One's free or unfettered wish.
[ଦ୍ରଷ୍ଟବ୍ୟ — ଅନ୍ୟଦ୍ୱାରା ବାଧ୍ୟ ନ ହୋଇ ଯାହା କରିବାକୁ ବା ଦେବାକୁ ହୁଏ, ତାହା ମନସ୍ୱଚ୍ଛରେ କରାଗଲା ବା ଦିଆଗଲା ବୋଲି ବୋଲାଯାଏ ଯଥା—ମତେ ଜଣେ ଟ ୨୫: ଙ୍କା ସାହାଯ୍ୟ ମାଗିବାକୁ ଆସିଲା, ମୁଁ ତାକୁ 'ମନ ସ୍ୱଚ୍ଛ'ରେ ଟ ୧ ଙ୍କା ଦେଲି; କିନ୍ତୁ ମୋର ବନ୍ଧୁମାନେ ମତେ ବାଧ୍ୟ କରିବାରୁ ମୁଁ ଆଉ ଟ ୫/?/ଙ୍କ ବାଧ୍ୟ ହୋଇଦେଲି ଏ ଟ ୫ଙ୍କା ଦେଇ ମୋ 'ମନ କଳ୍ପଣା' ହେଲା ବୋଲି କହାଯାଏ ]