ମନ ହରିବା
(ମନ ହରଣ—ବି)
ମୋହିତ କରିବା — To charm.
[ ଉ—ତକ୍ଷଣେ ପ୍ରଭୁ ନରହରି, ମାୟାରେ ତାର ମନ ହରି ଜଗନ୍ନାଥ. ଭାଗବତ ]