Jump to content

ମପସଲୀ

ଉଇକିଅଭିଧାନ‌ରୁ

ମପସଲୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ମପ(ଫ)ସଲିଆ—ଅନ୍ୟରୂପ]

(ମହରିଆ, ମଦରିଆ—ବିପରୀତ)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ମଫସଲ ସମ୍ୱନ୍ଧୀୟ; ଗ୍ରାମ୍ୟ — ୧. Rural; relating to the country side or village.
୨. ମଫଲବାସୀ; ଦେଶୁଆ —୨. Resident of the countryside; rustic.
୩. ମଫସଲରେ ପ୍ରଚଳିତ —୩. Obtaining in the countryside.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମଫସଲବାସୀ ଲୋକ ଅର୍ଥାତ୍ ଯେଉଁମାନେ ଚାଲାଖ ଚତୁର ନୁହନ୍ତି —Country- folk; village folk, (who are generally not so clever as townspeople; a rustic.