ମଫସଲ ଜମା
ଦେଖଣା
ମଫସଲ ଜମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମଫସଲ ଜମା
|
(ସଦର ଜମା—ବିପରୀତ)
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆରବୀ - ମୁଫସ୍ସଲ୍+ଜମା)
[ସମ୍ପାଦନା]ଜମିଦାରୀର ପ୍ରଜାମାନଙ୍କଠାରୁ ଜମିଦାର ଯେଉଁ ଖଜଣା ଆଦାୟ କରନ୍ତି —The rent realised by a landlord from the tenants.
[ଦ୍ରଷ୍ଟବ୍ୟ —ଜମିଦାର ପ୍ରଜାଙ୍କଠାରୁ ମଫସଲ ଜମା ଆଦାୟ କରି ତହିଁରୁ ଆପଣା ନିର୍ଦ୍ଧାରିତ ପାରିଶ୍ରମିକ ବା ମାଲିକାନା କାଟି ରଖି ବାକି ଟଙ୍କା 'ସଦରଜମା' ବା ରାଜସ୍ୱରୂପେ ସରକାରଙ୍କଠାରେ ଦାଖଲ କରନ୍ତି]