ମଫସଲ ମୁଆଯା
ଦେଖଣା
ମଫସଲ ମୁଆଯା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମଫସଲ ମୁଆଯା
|
[ମପ(ଫ)ସଲ ମୁକାବିଲା—ଅନ୍ୟରୂପ]
ବୈଦେଶିକ - ବିଶେଷ୍ୟ - (ଆ) (କଚିରିଆ)
[ସମ୍ପାଦନା]ଜମିଦାରୀର ପ୍ରଜାଙ୍କ ଠାରୁ ମଫସଲରୁ ଖଜଣା ଆଦି ଅସୁଲ କରୁଥିବା କର୍ମଚାରୀର କାଗଜପତ୍ରରେ ଲେଖା ଥିବା ଅସୁଲ ପ୍ରସଙ୍ଗ ପ୍ରକୃତ ଅଟେ କି ନାହିଁ, ତାହା ମଫସଲରେ ଅର୍ଥାତ୍ ସର୍ଜମିନରେ ପ୍ରଜାମାନଙ୍କଠାରୁ ପାଉତି ଓ ପ୍ରମାଣ ତଲବ କରି ଚେକ୍ କରିବା —The act of checking the correctness of a collecting officer's accounting by investigations made locally in the mofussil.