ମବଲଗ୍
ଦେଖଣା
ମବଲଗ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମବଲ୍ଲଗ୍)—(କଚିରିଆ)
[ସମ୍ପାଦନା]- ୧. ନଗଦ ଟଙ୍କା; ରୋକଡ଼ —୧. Ready money; hard cash.
- ୨. ମୋଟ ଟଙ୍କା; ସର୍ବସୁନ୍ଧା ଏତେ ଟଙ୍କା — ୨. Sum total of cash.
ବୈଦେଶିକ - ବିଣ—(ଆ)
[ସମ୍ପାଦନା]- ୧. ନଗଦ —୧. In cash; ready (money).
- ୨. ସର୍ବସୁଦ୍ଧା; ମୋଟ — ୨. Total; in all.
ବୈଦେଶିକ - କ୍ରି.ବିଶେଷଣ - (ଆ)
[ସମ୍ପାଦନା]- ୧. ହାତେ ହାତେ; ନଗଦାନଗଦି; ଦସ୍ତବଦସ୍ତ —୧. In cash; in ready money; in hard cash.
- ୨. ଅକ୍ଷରରେ (ଅଙ୍କକୁଲେଖିବା) — ୨. (writing the figures) In letters.