ମବାଜିବ୍
ମାମୁରି; ମାମୁଲି; ନିୟମିତ ସମୟରେ ନିୟମିତ ମାତ୍ରାରେ ବ୍ୟକ୍ତିବିଶେଷଙ୍କୁ ମିଳିବା ପଦାର୍ଥ; ଖଞ୍ଜା ବସ୍ତୁ —A thing which is fixed to be given to a person at stated times in a fixed quantity; customary gift.