Jump to content

ମବୋରସ୍କ

ଉଇକିଅଭିଧାନ‌ରୁ

ମବୋରସ୍କ

ଉଚ୍ଚାରଣ

[ସମ୍ପାଦନା]
(ମହୋରଷ୍କା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମହତ୍+ଉରସ୍+କ)

[ସମ୍ପାଦନା]

ଯାହାର ଛାତି ଚଉଡ଼ା —Broad-breasted; broad-chested.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶିବ —Ṡiba.