ମମ
ଦେଖଣା
ମମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ (ପଦ୍ୟ) (ସଂସ୍କୃତ - ଅସ୍ମତ୍ ଶବ୍ଦର ୬ଷ୍ଠୀ ତତ୍ ୧ବଚନ)
[ସମ୍ପାଦନା]ମୋହର — My; mine.
(ଉ—ବିଦର୍ଭ ରାଜ୍ୟର ରାଜକୁଳ ପ୍ରସୂତା, ମମ ପ୍ରାଣ ପରାୟେଣ ଏ ନିଜ କାନ୍ତା ପ୍ରାଚୀ. ରହସ୍ୟମଞ୍ଜରୀ)
[ଦ୍ରଷ୍ଟବ୍ୟ —ଆମ ଦେଶରେ ବୋଲାଯାଉଥିବା ବଙ୍ଗଳା ସଂକୀର୍ତ୍ତନ ପଦରେ ଏ ଶବ୍ଦର ବହୁଳ ବ୍ୟବହାର ଦେଖାଯାଏ ଯଥା— "ମମ ପ୍ରାଣନାଥ ଗୌରଙ୍ଗ ହେ ! ମୋରେ କ୍ରୀପା କରହେ ! ରସରାଜ ଚନ୍ଦ୍ରଗୌର"]