Jump to content

ମମକାର

ଉଇକିଅଭିଧାନ‌ରୁ

ମମକାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମମ=ମୋହର+ଧାତୁ+ଭାବ. ଅ)

[ସମ୍ପାଦନା]
୧. ଏ ଧନ ଜନ ମୋର ବୋଲି ମନରେ ବିଚାର କରିବା; ମୋର ପୁତ୍ର, ମୋର କଳତ୍ର, ମୋର ଧନ ମୋର ଘର ଇତ୍ୟାକାର ଜ୍ଞାନ; ମମତା —Fondness or personal attachment for one's wordly possessions and family.
୨. (+କର୍ମ. ଅ) ନିଜର ଅର୍ଜିତ ସମ୍ପତ୍ତି (ହିନ୍ଦୀ - ଶ) —୨. One's self-acquired property.