Jump to content

ମମତା

ଉଇକିଅଭିଧାନ‌ରୁ

ମମତା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - [ମମ+ଭାବେ. ତା, ତ୍ୱ]

[ସମ୍ପାଦନା]
୧. ସ୍ୱାଭିମାନ; ମମକାର; ଏ ପଦାର୍ଥ ମୋର, ଏ ଧନ ମୋର, ଏ ପୁଅ ଭାର୍ଯ୍ୟା ମୋର, ଏବଂଭୂତ ଭାବ —୧. Fondness or attachment for wordly possessions and family.
୨. ଏ ସଂସାର ପ୍ରତି ମିଛମାୟା; ମୋହ — ୨. Delusion as regards wordly matters,
୩. ଅହଂଭାବ; ଅହଙ୍କାର; ଦର୍ପ —୩. Pride; egotism.
୪. ସହାନୁଭୂତି —୪. Sympathy.
୫. ସ୍ନେହ —୫. Attachment; affectionate regard; love.

[ଉ—ଜାଣି ମମତ୍ୱ, ଆଜ୍ଞା ଯେମନ୍ତ, ମୁଁ ସନମତ, କରେ ଭଞ୍ଜ. ପ୍ରେମସୁଧାନିଧି]