Jump to content

ମମତା ଯୁକ୍ତ

ଉଇକିଅଭିଧାନ‌ରୁ

ମମତା ଯୁକ୍ତ

ଉଚ୍ଚାରଣ

[ସମ୍ପାଦନା]
(ମମତାଯୁକ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍)

[ସମ୍ପାଦନା]
୧. ସ୍ନେହଶୀଳ — ୧. Affectionate.
୨. ସ୍ନେହାସକ୍ତ — ୨. Fondly attached.
୩. ବୈଷୟିକ ଅଭିମାନ ଯୁକ୍ତି —୩. Having a personal feeling for one's temporal belongings.
୪. ସହାନୁ— ଭୂତି ଯୁକ୍ତ —୪. Full of sympathy.
୫. ଆତ୍ମମ୍ଭରି ୫. Selfish.