ମମତା ଶୂନ୍ୟ
ଦେଖଣା
ମମତା ଶୂନ୍ୟ
ଉଚ୍ଚାରଣ
[ସମ୍ପାଦନା](ମମତା ଶୂନ୍ୟା—ସ୍ତ୍ରୀ)
ମମତା ବିବର୍ଜିତ, ମମତା ବିହୀନ, ମମତା ହୀନଅନ୍ୟରୂପ
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍)
[ସମ୍ପାଦନା]- ୧. ନିର୍ମମ — ୧. Devoid of sympathy; unsympathetic.
- ୨. କ୍ରୁର — ୨. Cruel.
- ୩. ସ୍ନେହବର୍ଜିତ — ୩. having no fondness or affection
- ୪. ବୈରାଗ୍ୟଯୁକ୍ତ —୪. Unattached; apathetic.