ମମତ୍ୱ
ଦେଖଣା
ମମତ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ମମ+ଭାବେ. ତା, ତ୍ୱ]
[ସମ୍ପାଦନା]- ୧. ସ୍ୱାଭିମାନ; ମମକାର; ଏ ପଦାର୍ଥ ମୋର, ଏ ଧନ ମୋର, ଏ ପୁଅ ଭାର୍ଯ୍ୟା ମୋର, ଏବଂଭୂତ ଭାବ —୧. Fondness or attachment for wordly possessions and family.
- ୨. ଏ ସଂସାର ପ୍ରତି ମିଛମାୟା; ମୋହ — ୨. Delusion as regards wordly matters,
- ୩. ଅହଂଭାବ; ଅହଙ୍କାର; ଦର୍ପ —୩. Pride; egotism.
- ୪. ସହାନୁଭୂତି —୪. Sympathy.
- ୫. ସ୍ନେହ —୫. Attachment; affectionate regarrd; love.
[ଉ—ଜାଣି ମମତ୍ୱ, ଆଜ୍ଞା ଯେମନ୍ତ, ମୁଁ ମନମତ, କରେ ଭଞ୍ଜ. ପ୍ରେମସୁଧାନିଧି]