ମମା
ପଯୋଧର; ସ୍ତ୍ରୀ ସ୍ତନ —Female breast; the breast of woman.
(ଉ—ମମା ଗଲାଣି ବମା ଖାଇ, ନକୁଳି ପଡ଼ିଛି ଟାକରା ହୋଇ—ତଗ)