Jump to content

ମମ୍‌ଜାମା

ଉଇକିଅଭିଧାନ‌ରୁ

ମମ୍‌ଜାମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ମୋମ୍ଜାମା)

[ସମ୍ପାଦନା]

ମହଣଦ୍ୱାରା ଲିପ୍ତ — On which a layer of wax has been laid.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମହମଜାମା; ଯେଉଁ ଲୁଗାରେ ମହମର ସ୍ତର ବୋଳାଯାଇଥିବାରୁ ଯେଉଁ ଲୁଗା ପାଣିରେ ଓଦା ହୁଏ ନାହିଁ ଓ ଯାହା ଉପରେ ପଡ଼ିବା ପାଣି ଲୁଗାରେ ନ ଭେଦ ଗଡ଼ିପଡ଼େ —Oil cloth; wax cloth; mackintosh cloth.