ମର
ଦେଖଣା
ମର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୃତ. ଧାତୁ= ଭାବ. ଅ)
[ସମ୍ପାଦନା]- ୧. ମରଣ; ମୃତ୍ୟୁ — ୧. Death.
- ୨. (+ଅଧିକରଣ. ଅ) ପୃଥିବୀ; ଜଗତ୍ — ୨. The earth; the world.
(ଅମର—ବିପରୀତ)
ସଂସ୍କୃତ - ବିଶେଷଣ - (+କର୍ତ୍ତୃ. ଅ)
[ସମ୍ପାଦନା]- ୧. ମର୍ଣଶୀଳ; ମରଣାଧୀନ — ୧. Subject to death; mortal.
- ୨. ବିନାଶ— ଶୀଳ —୨. Subject to decay.
[ମ'ର—ଅନ୍ୟରୂପ]
ପ୍ରାଦେଶିକ - (ବାଲେଶ୍ୱର) ସର୍ବନାମ
[ସମ୍ପାଦନା]ମୋର —Mine.