Jump to content

ମରଜି

ଉଇକିଅଭିଧାନ‌ରୁ

ମରଜି

ଉଚ୍ଚାରଣ

[ସମ୍ପାଦନା]

(ମର୍ଜି—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମର୍ଜୀ)

[ସମ୍ପାଦନା]
୧. ଖୁସି; ଇଚ୍ଛା —୧. Wish; will; pleasure.
୨. ସମ୍ମତି —୨. Consent.
୩. ଉଦ୍ଦେଶ୍ୟ; ଅଭିପ୍ରାୟ —୩. Intention.
୪. ମନ; ହୃଦୟ; ହୃଦ୍ଗତ ଭାବ —୪. Mind; heart.

[ଉ—ତୋ ଘେନି ତମାଳି ଶ୍ୟାମ ମୋ ମରଜି କଷିଲାରେ— କବିସୂର୍ଯ୍ୟ. କିଶୋରୀଚମ୍ପୂ, ତ ଗୀତ]