ମରଜି ଜଗେଇବା
ଦେଖଣା
ମରଜି ଜଗେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମରଜି ଜଗେଇବା
|
ମରଜି ଜଗିବା, ମରଜି ରଖିବା, ମରଜା[ଜେ]ଇବାଅନ୍ୟରୂପ
ଦେଶଜ - କ୍ରିୟାପଦ - (ଆରବୀ - ମର୍ଜୀ+ସଂସ୍କୃତ - ଜାଗୃ. ଧାତୁ)
[ସମ୍ପାଦନା]ମନ ଜଗାଇବା; ପ୍ରସନ୍ନ କରାଇବା; କୌଣସି ବ୍ୟକ୍ତିର ଆନ୍ତରିକ ଇଚ୍ଛା ଅନୁକୂଳ କାର୍ଯ୍ୟ କରିବା —To please a person; to act according to the wish of a person.