Jump to content

ମରଡ଼ା

ଉଇକିଅଭିଧାନ‌ରୁ

ମରଡ଼ା

ଉଚ୍ଚାରଣ

[ସମ୍ପାଦନା]

(ମରଡ଼ିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]
(ମଡ଼ୋ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚିଲିକାରେ ମିଳୁଥିବା ଏକ ପ୍ରକାର କଙ୍କଡ଼ା — A kind of crab found in the Chilkā.

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମୃତ ପ୍ରାୟ)

[ସମ୍ପାଦନା]

ମହାମାରୀ ପ୍ରପୀଡ଼ିତ ରୋଗୀ ପରି କ୍ଷୀଣଦେହ ବିଶିଷ୍ଟ —Emaciated like a person attacked with pestilence.