ମରଡ଼ି
ଦେଖଣା
ମରଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମରଡ଼ି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମରକ)
[ସମ୍ପାଦନା]- ୧. ମରୁଡ଼ି; ମହାମାରୀ — ୧. Pestilence; Plague.
- ୨. ମାରାତ୍ମକ ସଂକ୍ରାମକ ରୋଗ —୨. Mortal epidemic
- ୩. ବୃଷ୍ଟି ଅଭାବରୁ ଶସ୍ୟ ନାଶ —୩. The withering of crops due to want of rain
- ୪. ଅକାଳ ମରଣ —୪. Untimely death; early death.