Jump to content

ମରଣାନ୍ତ

ଉଇକିଅଭିଧାନ‌ରୁ

ମରଣାନ୍ତ

ଉଚ୍ଚାରଣ

[ସମ୍ପାଦନା]

(ମରଣାନ୍ତକ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ମରଣ ଅଟେ ଅନ୍ତ ଯାହାର)

[ସମ୍ପାଦନା]

ଯେଉଁ ରୋଗର ବା ଯୁଦ୍ଧାଦିର ଫଳରେ ମୃତ୍ୟୁ ଘଟେ; ଯାହାର ଶେଷ ଫଳ ମୃତ୍ୟୁ ଅଟେ — Fatal (disease); mortal; (a thing) ending in or leading to death.

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ମରିବା ପର୍ଯ୍ୟନ୍ତ; ଆମରଣ — Till death.