Jump to content

ମରଣ କାଳ

ଉଇକିଅଭିଧାନ‌ରୁ

ମରଣ କାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ମୃତ୍ୟୁ ଘଟିବା ସମୟ — The time of death.

[ଉ—ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି ଜଗନ୍ନାଥ. ଭାଗବତ ]