Jump to content

ମରଣ ଧର୍ମଶୀଳ

ଉଇକିଅଭିଧାନ‌ରୁ

ମରଣ ଧର୍ମଶୀଳ

ଉଚ୍ଚାରଣ

[ସମ୍ପାଦନା]

ମରଣ ଧର୍ମୀ, ମରଣ ଧର୍ମାଅନ୍ୟରୂପ

(ମରଣ ଧର୍ମଶୀଳ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ମରଣଧର୍ମ+ଶୀଳ)

[ସମ୍ପାଦନା]
୧. ମର; ମରଣାଧୀନ —୧. Mortal; subject to death.
୨. ନଶ୍ୱର — ୨. Subject to decay.