ମରତ
ଦେଖଣା
ମରତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ+ ଭାବ. ଅତ)
[ସମ୍ପାଦନା]ମରଣ; ମୃତ୍ୟୁ —Death.
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମର୍ତ୍ତ୍ୟ) (ପଦ୍ୟ)
[ସମ୍ପାଦନା]ମଞ୍ଚପୁର; ମର୍ତ୍ତ୍ୟ— ଲୋକ; ପୃଥିବୀ —The earth; the world.
(ଉ—ମୋ ଘେନି ମରତେ କେତେ ମହାପ୍ରାଣୀ ତେଜିଲେ ପ୍ରାଣ ରାଧାନାଥ. ଉଷା )
=== ବୈଦେଶିକ - ବିଶେଷ୍ୟ - (ଆରବୀ - ମର୍ତବା)
ଥର; ଦଫା —Time.