ମରଦ
ଦେଖଣା
ମରଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମର୍ଦ, ମର୍ଦ୍ଦଅନ୍ୟରୂପ
ବୈଦେଶିକ - ବିଶେଷ୍ୟ - ପୁଂ— (ଆରବୀ - ମର୍ଦ୍; ତୁଳ,ସଂସ୍କୃତ - ମର୍ତ୍ତ୍ୟ)
[ସମ୍ପାଦନା]- ୧. ମର୍ଦ୍ଦ ମନୁଷ୍ୟ; ପୁରୁଷ —୧. Man.
[ଯଥା—ପଞ୍ଚ (ଞ୍ଚ)— ହତା ମରଦା]
- ୨. ଅଣ୍ଡିରା —୨. Male.
- ୩. ସ୍ୱାମୀ; ଗେରସ୍ତ —୩. Husband.
ଦେଶଜ - ବିଶେଷଣ -
[ସମ୍ପାଦନା]ସାହସୀ — Brave; manly.
ମରଦ
ଉଚ୍ଚାରଣ
[ସମ୍ପାଦନା](ମରନ୍ଦକ—ଅନ୍ୟରୂପ)
ସଂସ୍କୃତ - ବି—(ମର=ମୃତ୍ୟୁ+ଦୋ ଧାତୁ=ଚ୍ଛେଦନ କରିବା+ କର୍ତ୍ତୃ. ଅ
[ସମ୍ପାଦନା]ଯାହା ଭ୍ରମରାଦିଙ୍କ ମୃତ୍ୟୁକୁ ଖଣ୍ଡନ କରେ) ମରକଦ୍ଦ; ପୁଷ୍ପ ମଧୁ —The honey from flower.
[ଉ—ମରନ୍ଦ ସେକେ ଚମକି ଲୋକ ଭାଷିଲେ ଇଷି ମାରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ମ. ଗୀତ]