Jump to content

ମରଦନିଆ

ଉଇକିଅଭିଧାନ‌ରୁ

ମରଦନିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ମର୍ଦ୍ଦନାକାରୀ)

[ସମ୍ପାଦନା]

ଯେ ମର୍ଦ୍ଦନ କରେ; ଯେ ପ୍ରଭୂଙ୍କ ଅଙ୍ଗ ଘଷେ —Rubbing the body of the master.

[ଉ—ଯାମଳ ଭୂଧର— ନିଭ ପୟୋଧର ମରଦନିଆ ଚାକର କବିସୂର୍ଯ୍ୟ. କିଶୋରୀ ଚମ୍ପୂ—ଯ ଗୀତ]