ମରଦିବା
ଦେଖଣା
ମରଦିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମର୍ଦିବା—ଅନ୍ୟରୂପ)
ଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ମୃଦ୍ ଧାତୁ)
[ସମ୍ପାଦନା]- ୧. ଘଷିବା ମର୍ଦ୍ଦନ କରିବା —୧. To rub.
- ୨. ମଳିବା — ୨. To crush.
[ଉ—ଗଭା ଫୁଲ ପାଦେ ମରଦିଲେ ମଦେ ଲଭି ସିନା ଅକୀରତିରେ ବନ୍ଧୁଆ ସଙ୍ଗୀତ]
- ୩. ଉତ୍ପୀଡ଼ନ କରିବା; କଷ୍ଟ ଦେବା —୩. To oppress.
[ଉ—ସର ମରଦର ତା ବଚନ ପାଇ ବିଷମ ଶର ପଠାଣ କବିସୂର୍ଯ୍ୟ. ସଙ୍ଗୀତ]