Jump to content

ମରଦ ପିଲା

ଉଇକିଅଭିଧାନ‌ରୁ

ମରଦ ପିଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମରଦ ପୁଅ; ମରଦ ବଚା[ଚ୍ଚା]—ଅନ୍ୟରୂପ)

ଦେଶଜ - ବି—(ହିନ୍ଦୀ - ମରଦ୍କା ବଚ୍ଚା)

[ସମ୍ପାଦନା]
୧. ସାହସୀ ବ୍ୟକ୍ତି; ବୀର୍ଯ୍ୟବାନ୍ ବ୍ୟକ୍ତି —୧. A manly person; a son.

[ଦ୍ରଷ୍ଟବ୍ୟ —ଅର୍ଥାତ୍ ଯେ ଭୀରୁ ନୁହେଁ, ଯେ ମନୁଷ୍ୟପଦବାଚ୍ୟ ବ୍ୟକ୍ତିର ପୁତ୍ର, ଅମନୁଷ୍ୟ ବା ଭୀରୁର ପୁତ୍ର ନୁହେଁ]

୨. ମନୁଷ୍ୟ —୨. A man.