Jump to content

ମରମକୁ କାଟିବା

ଉଇକିଅଭିଧାନ‌ରୁ

ମରମକୁ କାଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମରମକୁ ବାଧି (ଝି)ବା, ମରମକୁ ଲାଗିବା, ମରମକୁ(ରେ) ବାଜିବା, ମରମରେ ଚୋଟ ଦେବା, ମରମରେ ପଶିବା, ମରମରେ ଗଳିଯିବା, ମରମରେ ପଡ଼ିବା, ମରମକୁ(ରେ)ଭେଦିବା, ମରମ ଛିଣ୍ଡାଇବା, ମରମ ହାଣିବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(କୌଣସି ବିଷୟ) କୌଣସି ବ୍ୟକ୍ତିର ହୃଦୟର ବ୍ୟଥା ଜନ୍ମାଇବା; ହୃଦୟରେ ବେଦନା ଦେବା —To cut a person to the quick; to wound a person's sensitiveness (said of words or acts.)