ମରମକୁ ବଧେଇବା
ଦେଖଣା
ମରମକୁ ବଧେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମରମକୁ ବଧେଇବା
|
ଦେଶଜ - କ୍ରି—(ସଂସ୍କୃତ - ମର୍ମ+ବ୍ୟଧ ଧାତୁ)
[ସମ୍ପାଦନା]କୌଣସି ବ୍ୟକ୍ତିର ହୃଦୟରେ ଆଘାତ ଦେବା; ମର୍ମବ୍ୟଥା ଦେବା —To cut a person to the quick; to wound a person's sensibility or sensitiveness.