ମରମରିବା
ମର୍ମରଧ୍ୱନି କରିବା —To produce a murmuring or rustling sound.
(ଉ—ତାଳ ବନେ ଯହିଁ ମରମରେ ସିନ୍ଧୁ ବାୟୁ ପ୍ରଚଣ୍ଡ ରାଧାନାଥ. ଉଷା)