ମରମେ ମରମେ
ଦେଖଣା
ମରମେ ମରମେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଆପଣାର ହୃଦୟ ଭିତରେ; ହୃଦୟ ବା ମର୍ମ ସ୍ଥଳକୁ ଭେଦ କରିବା ପ୍ରକାର —୧. In a manner penertrating the inmost recesses of one's heart.
- ୨. ମଗମେ ମଗମେ; ଅତି ଗୁପ୍ତ ଭାବରେ —୨. Very secretly; mysteriously.
- ୩. ଶିରାରେ ଶିରାରେ; ଶିରା ପ୍ରଶିରାରେ; ଦେହର ସମସ୍ତ ଅଂଶରେ — ୩. Throughout the whole body or system.