Jump to content

ମରମେ ମରମେ ମରିବା

ଉଇକିଅଭିଧାନ‌ରୁ

ମରମେ ମରମେ ମରିବା

ଉଚ୍ଚାରଣ

[ସମ୍ପାଦନା]

ମରମେ ମରମେ ଜଳିବା, ମରମେ ମରମେ ସଢ଼ିବା, ମରମେ ମରମେ ପୋଡ଼ି ହେବା, ମରମେ ମରିବା ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମର୍ମାନ୍ତିକ ଦୁଃଖରେ ବା ଲଜ୍ଜାରେ ମ୍ରିୟାମଣ ହେବା — ୧. To be overcome with shame or sorrow, which can not be expressed to a third person.
୨. ହୃଦୟର ବେଦନା ବାହାରେ ପ୍ରକାଶ କରିବାକୁ ଅସମର୍ଥ ହୋଇ ହୃଦୟରେ ଦୁଃସହ ଜ୍ୱାଳା ଅନୁଭବ କରିବା —୨. To suffer great mental pain ]
on account of not being able to give out one's grief to others.