ମରମ କୁହା
ଦେଖଣା
ମରମ କୁହା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମରମ କୁହା
|
(ମରମକୋହୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଂ—(ମର୍ମ କଥକ)
[ସମ୍ପାଦନା]ଯେ ଅନ୍ୟ ବ୍ୟକ୍ତିର ମର୍ମ କଥା କହି ତା ମନରେ ମର୍ମବେଦନା ଜାତ କରାଏ; ମର୍ମଘାତୀ —Wounding the feelings of others by speaking out their secrets.