Jump to content

ମରମ ଘାତୀ

ଉଇକିଅଭିଧାନ‌ରୁ

ମରମ ଘାତୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମରମଘାତକା, ମରମ ଘାତିକା—ଗ୍ରାମ୍ୟରୂପ)

ଦେଶଜ - ବିଶେଷଣ -

[ସମ୍ପାଦନା]

(ସଂସ୍କୃତ - ମର୍ମଘାତୀ) ହୃଦୟରେ ବେଦନା ଦେବା (ବ୍ୟକ୍ତି ବା ବିଷୟ) —Causing pain to the heart; hertrending.

[ଉ—ଯେହୁ ମରମଘାତୀ କଥାକକୁ କରଇ, ବୁଝିଲେଟି ପାପିଙ୍କ ଅଗ୍ରଣୀଟି ସେହି କୃଷ୍ଣସିଂହ. ମହାଭାରତ ସଭା]