ମରମ ପାଇବା
ଦେଖଣା
ମରମ ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମରମ ପାଇବା
|
ଦେଶଜ - ବି—(ସଂସ୍କୃତ - ମର୍ମ+ପ୍ରାପ୍ ଧାତୁ)
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ଆନ୍ତରିକ ଇଚ୍ଛା ବା ମରଜି ବୁଝିବାକୁ କ୍ଷମ ହେବା —୧. To be able to fathom a person's intention.
- ୨. କୌଣସି ବିଷୟର ବା ସମସ୍ୟାର ରହସ୍ୟ ଭେଦ କରିବା —୨. To know the key or secret of a matter.