ମରମ ବାଧିକା
[ମରମବାଧ(ଧି)କୀ—ସ୍ତ୍ରୀ]
(ମରମହଣା—ଅନ୍ୟରୂପ)
ମର୍ମଘାତୀ (ବାକ୍ୟ, ବ୍ୟକ୍ତି); ଅତି ମନୋକଷ୍ଟ ଦାୟକ —Wounding a person's sensibility; cutting to the quick.