ମରମ ଭିତର
ଦେଖଣା
ମରମ ଭିତର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମରମ ଭିତର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ହୃଦୟର ଭିତର; ଆନ୍ତରିକ ଭାବ — The inmost recesses of the heart; the quick; the heart; one's most internal or mental sense.
[ଉ—କଥା କହୁଥିଏ ଶରମକୁ, ଚାଲି ଯାଉଥାଏ ଭରମକୁ, ମରମ ଭିତରେ ଯାହା ହଉଥାଏ ସାକ୍ଷିଦଉ— ଥାଏ ଧରମକୁ ତଗ]