ମରସିଆ
ଦେଖଣା
ମରସିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ, ମରସିଆ)
[ସମ୍ପାଦନା]କୌଣସି ମୃତ ବ୍ୟକ୍ତିର ଗୁଣ ଓ କୀର୍ତ୍ତୀ ଗାନ ଅଦ୍ଦେଶ୍ୟରେ ଚରିତ ଶୋକ— ସଙ୍ଗୀତ —Dirge; a funeral song.
[ଦ୍ରଷ୍ଟବ୍ୟ —ଉର୍ଦ୍ଦୁ ଭାଷାରେ ଏହା ଅନେକ ସ୍ଥଳରେ ରଚିତ ହୁଏ; ଏହା ଶୁଣିବା ବ୍ୟକ୍ତିର ହୃଦୟରେ ଶୋକ ଉତ୍ପାଦନ କରେ ମୁସଲମାନ୍ମାନଙ୍କର ମହରମ ସମୟରେ ଏ ଶ୍ରେଣୀର ସଙ୍ଗୀତମାନ ବହୁଶଃ ବୋଲାଯାଏ—ହିନ୍ଦୀ - ଶ]