Jump to content

ମରହଟା

ଉଇକିଅଭିଧାନ‌ରୁ

ମରହଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମର୍ଠା—ଅନ୍ୟରୂପ)

(ମରହଟିଆଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହାରାଷ୍ଟ୍ର)

[ସମ୍ପାଦନା]
୧. ମହାରାଷ୍ଟ୍ର ଜାତି — ୧. The Marhatta race (an Aryan tribe of India.

[ଦ୍ରଷ୍ଟବ୍ୟ —ଏ ମହାରାଷ୍ଟ୍ର ଅଞ୍ଚଳବାସୀ ଜାତି ଶିବାଜି ଏମାନଙ୍କର ପ୍ରଧାନ ନେତା ଥିଲେ ମୋଗଲ— ମାନଙ୍କ ସମୟରେ ଏମାନେ ଓଡ଼ିଶାରେ ରାଜ୍ୟ ବିସ୍ତାର କରି ଥିଲେ ଓ ୧୮୩: ପୂର୍ବରୁ ଅର୍ଥାତ୍ ଇଂରାଜମାନେ ଓଡ଼ିଶା ଅଧିକାର କରିବା ପୂର୍ବରୁ ଓଡ଼ିଶା ଏମାନଙ୍କ ଅଧିକାରରେ ଥିଲା]

୨. (ପୁଂ) ମହାରାଷ୍ଟ୍ର ଜାତୀୟ ପୁରୁଷ — ୨. A male belonging to the Marahatta nation.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ମହାରାଷ୍ଟ୍ର ଜାତୀୟ —୧. Belonging to the Marhatta nation.
୨. ମହାରାଷ୍ଟ୍ର ଦେଶୀୟ ୨. Belonging to the Marhatta country.