ମରହଟା ଅମଳ
ଦେଖଣା
ମରହଟା ଅମଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମରହଟା ଅମଳ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହାରାଷ୍ଟ୍ର+ଫାରାସୀ - ଅମଲ୍)
[ସମ୍ପାଦନା]- ୧. ଉତ୍କଳରେ ଇଂରେଜ ରାଜାଙ୍କ ଅଧିକାର (୨୮୩: ସାଲ)ର ପୂର୍ବ ସମୟ (ଯେଉଁ ସମୟରେ ମରହଟ୍ଟାମାନେ ଉତ୍କଳରେ ଅଧିପତି ଥିଲେ) —୧. The period of the rule of the Marhattas in Orissa.
[ଦ୍ରଷ୍ଟବ୍ୟ —ଖ୍ରୀ ୧୭୫୨:ରେ ରଘଜୀ ଭୋଁସଲା ଆଲିବର୍ଦ୍ଦିଖାଙ୍କଠାରୁ ଓଡ଼ିଶା ଜୟ କଲେ ଓ ୧୮୩:ରେ ଦେଓଗାଁ ସନ୍ଧଦ୍ୱାରା ଭୋସଲା ରାଜା ଓଡ଼ିଶାକୁ ଇଂରାଜଙ୍କ ହସ୍ତରେ ଅର୍ପଣ କଲେ]
- ୨. ପୂର୍ବକାଳ —୨. Ancient times.